Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭେଙ୍କଟେଶ ଆୟରଙ୍କ ସହିତ ବ୍ୟାଟିଂ ଆରମ୍ଭ କରିବ କିଏ?, ଜାଣନ୍ତୁ କୋଲକାତାର ପ୍ଳେଇଂ ଏକାଦଶ
ଆଜିର ଖବର

ଭେଙ୍କଟେଶ ଆୟରଙ୍କ ସହିତ ବ୍ୟାଟିଂ ଆରମ୍ଭ କରିବ କିଏ?, ଜାଣନ୍ତୁ କୋଲକାତାର ପ୍ଳେଇଂ ଏକାଦଶ

March 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକୋତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ୧୫ ତମ ସଂସ୍କରଣର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯିବ। ଏଥର ମୋଟ ୧୦ ଟି ଦଳ ଆଇପିଏଲରେ ଅଂଶଗ୍ରହଣ କରିବେ। ଆଇପିଏଲର ଲିଗ୍ ପର୍ଯ୍ୟାୟରେ ସମୁଦାୟ ୭୦ ଟି ମ୍ୟାଚ୍ ଖେଳାଯିବ ଏବଂ ସମସ୍ତ ଦଳ ୧୪-୧୪ ମ୍ୟାଚ୍ ଖେଳିବେ। କେଉଁ ଖେଳାଳିଙ୍କୁ ନେଇ କେକେଆର୍ ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିବ, ଆସନ୍ତୁ ଜାଣିବା।

କେକେଆର୍ ଗତ ବର୍ଷ ସେମାନଙ୍କ ଅଧିନାୟକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଏହା ପରେ ଦଳ ନିଲାମରେ ଅଧିନାୟକ ଭାବରେ ଶ୍ରେୟସ୍ ଆୟରଙ୍କୁ କିଣିଥିଲା। ଆୟର ଦୀର୍ଘ ସମୟ ଧରି ଦିଲ୍ଲୀର ଅଧିନାୟକତ୍ୱ କରିଛନ୍ତି ଏବଂ ସେ ବର୍ତ୍ତମାନ ସମୟରେ ଭଲ ଫର୍ମରେ ଅଛନ୍ତି।

କେକେଆର୍ ର ସମ୍ଭାବ୍ୟ ଖେଳାଳି ଏକାଦଶ:

ଆରୋନ୍ ଫିଞ୍ଚ, ଭେଙ୍କଟେଶ ଆୟର୍, ନୀତୀଶ ରାଣା, ଶ୍ରେୟସ୍ ଆୟର୍ (ଅଧିନାୟକ), ଶେଲଡନ୍ ଜ୍ୟାକସନ (ୱି.କି), ଅନୁକୁଲ ରଏ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ବରୁଣ ଚକ୍ରବର୍ତ୍ତୀ, ଶିବମ ମାଭି ଏବଂ ପ୍ୟାଟ କମିନ୍ସ।

କେକେଆର୍ ର ପୂର୍ଣ୍ଣ ଦଳ:

ଆଣ୍ଡ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର, ସୁନୀଲ ନାରିନ, ଶ୍ରେୟାସ ଆୟର (ଅଧିନାୟକ), ପ୍ୟାଟ କମିନ୍ସ, ନୀତୀଶ ରାଣା, ଶିବମ ମାଭି, ଶେଲଡନ ଜ୍ୟାକସନ, ଅଜିଙ୍କ୍ୟ ରାହାନେ, ରିଙ୍କୁ ସିଂ, ଅନୁକୁଲ ରୟ, ରସିଖ ଦାର, ଚମିକା କରୁଣାରତ୍ନେ, ବାବା ଇନ୍ଦ୍ରଜିତ, ଅଶୋକ ଶର୍ମା, ପ୍ରଥମ ସିଂ, ଅଭିଜିତ୍ ତୋମର, ସାମ ବିଲିଙ୍ଗସ୍, ଆରୋନ ଫିଞ୍ଚ, ରମେଶ କୁମାର, ମହମ୍ମଦ ନବୀ, ଅମନ ଖାନ, ଉମେଶ ଯାଦବ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ କୋଲକାତା ପ୍ଳେଇଂ ଏକାଦଶ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.