
ମୁମ୍ବାଇ: ଗତକାଲି ମ୍ୟାଚରେ ପରାଜୟ ସତ୍ତ୍ୱେ ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ୨୦୨୨ ରେ ପଏଣ୍ଟ ଟେବୁଲ ଉପରେ ରହିଛି। ଏହି ଦଳ ତିନୋଟି ମ୍ୟାଚ ମଧ୍ୟରୁ ଦୁଇଟି ଜିତି ୪ ପଏଣ୍ଟ ହାସଲ କରିଛି। ଅନ୍ୟ ୫ ଟି ଦଳ ମଧ୍ୟ ୨-୨ମ୍ୟାଚ୍ ଜିତିଛନ୍ତି। କିନ୍ତୁ ରନ୍ ହାର ଦୃଷ୍ଟିରୁ ରାଜସ୍ଥାନ ସର୍ବୋତ୍ତମ। ଏହି କାରଣରୁ ସେ ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଅରେଞ୍ଜ କ୍ୟାପ୍ ରାଜସ୍ଥାନ ରୟାଲ୍ସର ଓପନର୍ ଜୋସ୍ ବଟଲରଙ୍କ ଦ୍ୱାରା ଦଖଲ ହୋଇଥିବାବେଳେ ପର୍ପଲ କ୍ୟାପ୍ ଉମେଶ ଯାଦବଙ୍କ ମୁଣ୍ଡରେ ସଜାଯାଇଛି।
କ୍ର.ନଂ | ଦଳ | ମ୍ୟାଚ | ବିଜୟ | ପରାଜୟ | ନେଟ ରନ ରେଟ | ପଏଣ୍ଟସ୍ |
୧ | ରାଜସ୍ଥାନ | ୩ | ୨ | ୧ | ୧.୨୧୮ | ୪ |
୨ | କୋଲକୋତା | ୩ | ୨ | ୧ | ୦.୮୪୩ | ୪ |
୩ | ଗୁଜୁରାଟ | ୨ | ୨ | ୦ | ୦.୪୯୫ | ୪ |
୪ | ପଞ୍ଜାବ | ୩ | ୨ | ୧ | ୦.୨୩୮ | ୪ |
୫ | ଲକ୍ଷ୍ନୌ | ୩ | ୨ | ୧ | ୦.୧୯୩ | ୪ |
୬ | ବେଙ୍ଗୁଲୁରୁ | ୩ | ୨ | ୧ | ୦.୧୫୯ | ୪ |
୭ | ଦିଲ୍ଲୀ | ୨ | ୧ | ୧ | ୦.୦୬୫ | ୨ |
୮ | ମୁମ୍ବାଇ | ୨ | ୦ | ୨ | -୧.୦୨୯ | ୦ |
୯ | ଚେନ୍ନାଇ | ୩ | ୦ | ୩ | -୧.୨୫୧ | ୦ |
୧୦ | ହାଇଦ୍ରାବାଦ | ୨ | ୦ | ୨ | -୧.୮୨୫ | ୦ |
ଅରେଞ୍ଜ କ୍ୟାପ:
କ୍ର.ନଂ | ବ୍ୟାଟ୍ସମ୍ୟାନ | ମ୍ୟାଚ | ରନ |
୧ | ଜୋସ ବଟଲର | ୩ | ୨୦୫ |
୨ | ଇଶାନ କିଶନ | ୨ | ୧୩୫ |
୩ | ଫାଫ ଡୁପ୍ଲେସିସ | ୩ | ୧୨୨ |
ପର୍ପଲ କ୍ୟାପ:
କ୍ର.ନଂ | ବୋଲର | ମ୍ୟାଚ | ୱିକେଟ |
୧ | ଉମେଶ ଯାଦବ | ୩ | ୮ |
୨ | ୟୁଜବେନ୍ଦ୍ର ଚହଲ | ୩ | ୭ |
୩ | ଆବେଶ ଖାନ | ୩ | ୭ |