Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଏଣ୍ଟ ଟେବୁଲର ଶୀର୍ଷରେ ଗୁଜୁରାଟ, ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ଦଖଲ କଲେ ଏହି ଖେଳାଳି
ଆଜିର ଖବର

ପଏଣ୍ଟ ଟେବୁଲର ଶୀର୍ଷରେ ଗୁଜୁରାଟ, ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ଦଖଲ କଲେ ଏହି ଖେଳାଳି

April 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ବର୍ତ୍ତମାନ ଗୁଜୁରାଟରେ ୫ ଟି ମ୍ୟାଚରେ ୪ ଟି ବିଜୟ ସହ ମୋଟ ୮ ପଏଣ୍ଟ ଥିବାବେଳେ ଦ୍ୱିତୀୟରୁ ଷଷ୍ଠ ସ୍ଥାନରେ ଥିବା ଦଳଗୁଡିକ ସେମାନଙ୍କ ଖାତାରେ ୬-୬ ପଏଣ୍ଟ ପାଇଛନ୍ତି। ତେବେ ରାଜସ୍ଥାନର ଖେଳାଳିମାନେ ପର୍ପଲ ଏବଂ ଅରେଞ୍ଜ କ୍ୟାପ୍ ବଜାୟ ରଖିଛନ୍ତି। ଏହି ସଂସ୍କରଣରେ ରାଜସ୍ଥାନର ୟୁଜଭେନ୍ଦ୍ର ଚହଲ ସର୍ବାଧିକ ଉଇକେଟ ନେଇଛନ୍ତି। ଏଥିସହିତ ରାଜସ୍ଥାନ ରୟାଲ୍ସର ଓପନର୍ ଜୋସ୍ ବଟଲର୍ ଚଳିତ ସିଜିନର ସର୍ବାଧିକ ରନ୍ ସ୍କୋରରଙ୍କ ଉପରେ ରହିଛନ୍ତି।

କ୍ର.ନଂ ଦଳ ମ୍ୟାଚ ବିଜୟ ପରାଜୟ ନେଟ ରନ ରେଟ ପଏଣ୍ଟସ୍
୧ ଗୁଜୁରାଟ ୫ ୪ ୧ ୦.୪୫୦ ୮
୨ କୋଲକୋତା ୫ ୩ ୨ ୦.୪୪୬ ୬
୩ ରାଜସ୍ଥାନ ୫ ୩ ୨ ୧.୩୮୯ ୬
୪ ପଞ୍ଜାବ ୫ ୩ ୨ ୦.୨୩୯ ୬
୫ ଲକ୍ଷ୍ନୌ ୫ ୩ ୨ ୦.୧୭୪ ୬
୬ ବେଙ୍ଗୁଲୁରୁ ୫ ୩ ୨ ୦.୦୦୬ ୬
୭ ଦିଲ୍ଲୀ ୪ ୨ ୨ ୦.୪୭୬ ୪
୮ ହାଇଦ୍ରାବାଦ ୪ ୨ ୨ -୦.୫୦୧ ୪
୯ ଚେନ୍ନାଇ ୫ ୧ ୪ -୦.୭୪୫ ୨
୧୦ ମୁମ୍ବାଇ ୫ ୦ ୫ -୧.୦୭୨ ୦

 ଅରେଞ୍ଜ କ୍ୟାପ:

କ୍ର.ନଂ ବ୍ୟାଟ୍ସମ୍ୟାନ ମ୍ୟାଚ ରନ
୧ ଜୋସ ବଟଲର ୫ ୨୭୨
୨ ହାର୍ଦ୍ଦିକ ପାଣ୍ଡ୍ୟା ୫ ୨୨୮
୩ ଶିବମ ଦୁବେ ୫ ୨୦୭

 ପର୍ପଲ କ୍ୟାପ:

କ୍ର.ନଂ ବୋଲର ମ୍ୟାଚ ୱିକେଟ
୧ ୟୁଜବେନ୍ଦ୍ର ଚହଲ ୫ ୧୨
୨ ଉମେଶ ଯାଦବ ୫ ୧୦
୩ ଆବେଶ ଖାନ ୪ ୧୦
ଆଇପିଏଲ ୨୦୨୨ ପଏଣ୍ଟ ଟେବୁଲ ପର୍ପଲ କ୍ୟାପ୍ ଶୀର୍ଷରେ ଗୁଜୁରାଟ
Share. Facebook Twitter LinkedIn Email WhatsApp Copy Link

Related Posts

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026

LPG Gas Cylinder New Rules 2026: ଅକ୍ଟୋବର ୧ରୁ ଗ୍ୟାସ୍ ନିୟମ ବଦଳିବ?

September 21, 2026
Latest News

ମେଟା ସର୍ଭର ଡାଉନ୍: ଠପ୍ ହେଲା ଫେସବୁକ୍, ଇନ୍‌ଷ୍ଟାଗ୍ରାମ୍

September 21, 2026

ଦିଲ୍ଲୀ ଏସ୍‌ଆଇଆର୍‌ରେ ୩୩.୧୩ ଲକ୍ଷ ଭୋଟର୍‌ଙ୍କୁ ନୋଟିସ୍‌: ଆଡ଼ଭାନୀ, ଜୟଶଙ୍କର ଓ ଧନଖଡ଼ ବି ସାମିଲ

September 21, 2026

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026

ଆଜି ଏହି ସବୁ ସ୍ଥାନରେ କାହିଁକି ବନ୍ଦ ରହେ ବ୍ୟାଙ୍କ?: ଘରୁ ବାହାରିବା ପୂର୍ବରୁ ଜାଣନ୍ତୁ ଅପଡେଟ୍

September 21, 2026

ଆସନ୍ତା ୨୨ରେ ଜାତୀୟ ଚଳଚ୍ଚିତ୍ର ସମାରୋହ: ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.