Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସ୍ୱର୍ଣ୍ଣ ଜିତିବାର ଆଶା ଧୂଳିସାତ: ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୯ ରନ୍ ରେ ହାରିଲା ଟିମ୍ ଇଣ୍ଡିଆ
ଅନ୍ତରାଷ୍ଟ୍ରୀୟ

ସ୍ୱର୍ଣ୍ଣ ଜିତିବାର ଆଶା ଧୂଳିସାତ: ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୯ ରନ୍ ରେ ହାରିଲା ଟିମ୍ ଇଣ୍ଡିଆ

August 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ବର୍ମିଂହାମ: ୨୦୨୨ କମନୱେଲଥ ଗେମ୍ସର ଫାଇନାଲରେ ବର୍ମିଂହାମ, ଏଜବାଷ୍ଟନ୍ ଠାରେ ଖେଳାଯାଇଥିବା ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ୯ ରନ ରେ ପରାସ୍ତ କରିଛି। ଏହା ସହିତ ଭାରତୀୟ ଦଳର ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ମଧ୍ୟ ଧୂଳିସାତ ହୋଇଗଲା। ଭାରତୀୟ ମହିଳା ଦଳକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୬୧ ରନ ସ୍କୋର କରିଥିଲା। ଏହାର ଜବାବରେ ଭାରତୀୟ ଦଳ ମାତ୍ର ୧୫୨ ରନ୍ ସ୍କୋର କରିପାରିଥିଲା।

ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୨୦୨୨କମନୱେଲଥ ଗେମ୍ସରେ କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଛି। ଏଥି ସହିତ ଫାଇନାଲରେ ହାରିଥିବା ଭାରତୀୟ ଦଳ ରୌପ୍ୟ ପଦକ ପାଇଛି।

ଅଷ୍ଟ୍ରେଲିଆ ଆଶା ଧୂଳିସାତ ଏଜବାଷ୍ଟନ୍ କମନୱେଲଥ ଗେମ୍ସ ଟିମ୍ ଇଣ୍ଡିଆ ବର୍ମିଂହାମ ସ୍ୱର୍ଣ୍ଣ
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

“ଆମେରିକା ବାଣିଜ୍ୟ ଚୁକ୍ତି ନାମରେ ଭାରତୀୟ ଚାଷୀମାନଙ୍କୁ ବିଶ୍ୱାସଘାତକତା କରାଯାଇଛି”: ରାହୁଲ ଗାନ୍ଧୀ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଆମେରିକାର ଦାବିର ଜବାବ ଦେଲେ ଏସ୍. ଜୟଶଙ୍କର

February 15, 2026
Latest News

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

“ଆମେରିକା ବାଣିଜ୍ୟ ଚୁକ୍ତି ନାମରେ ଭାରତୀୟ ଚାଷୀମାନଙ୍କୁ ବିଶ୍ୱାସଘାତକତା କରାଯାଇଛି”: ରାହୁଲ ଗାନ୍ଧୀ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଆମେରିକାର ଦାବିର ଜବାବ ଦେଲେ ଏସ୍. ଜୟଶଙ୍କର

February 15, 2026

IND vs PAK ମ୍ୟାଚ୍ ପାଇଁ ଶ୍ରୀଲଙ୍କାରୁ ଆସିଲା ଖୁସି ଖବର: ଜାଣନ୍ତୁ ଖେଳ ସମୟରେ କିପରି ରହିବ ପାଗ?

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.