Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମ୍ୟାଚ ବେଳେ କାହିଁକି ପାକିସ୍ତାନୀଙ୍କୁ ପିଟିଲେ ଆଫଗାନିସ୍ତାନର ପ୍ରଶଂସକ?, ଭିଡ଼ିଓ ଦେଖି ଜାଣନ୍ତୁ କାରଣ
ଅନ୍ତରାଷ୍ଟ୍ରୀୟ

ମ୍ୟାଚ ବେଳେ କାହିଁକି ପାକିସ୍ତାନୀଙ୍କୁ ପିଟିଲେ ଆଫଗାନିସ୍ତାନର ପ୍ରଶଂସକ?, ଭିଡ଼ିଓ ଦେଖି ଜାଣନ୍ତୁ କାରଣ

September 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବୁଧବାର ଏସିଆ କପରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଏକ ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି। ପରାଜୟ ପରେ ଆଫଗାନିସ୍ତାନ ଦର୍ଶକମାନେ ଷ୍ଟାଡିୟମରେ ଅନେକ ହଙ୍ଗମା ସୃଷ୍ଟି କରିଛନ୍ତି। ଆଫଗାନିସ୍ତାନ ଦର୍ଶକଙ୍କ ଦ୍ଵାରା ପାକିସ୍ତାନୀ ଦର୍ଶକଙ୍କୁ ମାଡ ଦିଆଯାଇଥିଲା ଏବଂ ଷ୍ଟାଡିୟମର ଚେୟାର ମଧ୍ୟ ଭାଙ୍ଗି ଦିଆଯାଇଥିଲା।

ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି ଏବଂ କୁହାଯାଉଛି ଯେ, ଏହି ନୃତ୍ୟ ପରେ ହିଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ତେବେ, ଏହି ପ୍ରସଙ୍ଗରେ କେତେ ସତ୍ୟ ଅଛି, କିଛି କୁହାଯାଇପାରିବ ନାହିଁ।

https://twitter.com/Send4Singh/status/1567624303025491969?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1567624303025491969%7Ctwgr%5E44b4569a841210bb60929380e7dd136791cc3fee%7Ctwcon%5Es1_&ref_url=https%3A%2F%2Fndtv.in%2Fcricket%2Fthe-fight-between-the-fans-of-pakistan-and-afghanistan-started-after-this-man-dance-hindi-3326172

ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ପାକିସ୍ତାନର ବିଜୟ ପରେ ଜଣେ ପାକିସ୍ତାନୀ ପ୍ରଶଂସକ ଆଫଗାନିସ୍ତାନର ପ୍ରଶଂସକଙ୍କ ସାମ୍ନାରେ ନାଚୁଥିଲେ। ଯାହାକୁ ଦେଖି ଆଫଗାନିସ୍ତାନର ପ୍ରଶଂସକମାନେ ରାଗିଯାଇ ଝଗଡା ଆରମ୍ଭ କରିଥିଲେ।

https://twitter.com/shoaib100mph/status/1567589651598172161?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1567589651598172161%7Ctwgr%5E44b4569a841210bb60929380e7dd136791cc3fee%7Ctwcon%5Es1_&ref_url=https%3A%2F%2Fndtv.in%2Fcricket%2Fthe-fight-between-the-fans-of-pakistan-and-afghanistan-started-after-this-man-dance-hindi-3326172

ଉଲ୍ଲେଖ ଯୋଗ୍ୟ ଯେ, ଏସିଆ କପ୍‌ର ସୁପର-୪ ମ୍ୟାଚ୍‌ରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚରେ ନାସିମ ଶାହାଙ୍କ ଶେଷ ଓଭରରେ ଦୁଇଟି ଛକା ସହାୟତାରେ ପାକିସ୍ତାନ ଏକ ୱିକେଟ୍ ରେ ଜିତି ଏସିଆ କପ ଫାଇନାଲରେ ପହଥିଲା। ରବିବାର ଦିନ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ଆଫଗାନିସ୍ତାନ ଏସିଆ କପ ପାକିସ୍ତାନ
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026
Latest News

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026

ଏଆଇ ସମ୍ମିଳନୀ ବିବାଦ: ଚାରି ଯୁବ କଂଗ୍ରେସ କର୍ମୀଙ୍କ ଜାମିନ ଆବେଦନ ଖାରଜ

February 21, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.