Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଜି ବାଂଲାଦେଶ ସହିତ ମୁକାବିଲା କରିବ ଭାରତ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଠାରୁ ପିଚ୍ ଏବଂ ପାଣିପାଗ ସ୍ଥିତି
ଅନ୍ତରାଷ୍ଟ୍ରୀୟ

ଆଜି ବାଂଲାଦେଶ ସହିତ ମୁକାବିଲା କରିବ ଭାରତ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଠାରୁ ପିଚ୍ ଏବଂ ପାଣିପାଗ ସ୍ଥିତି

November 2, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ଆଜି ଟିମ୍ ଇଣ୍ଡିଆ ସାମ୍ନାରେ ବାଂଲାଦେଶର ଏକ ଚ୍ୟାଲେଞ୍ଜ ହେବ। ଅପରାହ୍ନ ୧.୩୦ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଆଡିଲେଡ୍ ଓଭାଲରେ ଖେଳାଯିବ। ସେମିଫାଇନାଲ ଦାବିକୁ ମଜବୁତ କରିବା ଦୃଷ୍ଟିରୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରେ ହାରିଥିବା ଦଳ ପାଇଁ ଆଗାମୀ ରାସ୍ତା ବହୁତ କଷ୍ଟସାଧ୍ୟ ହେବ।

ପିଚ୍ ସ୍ଥିତି: ଆଡିଲେଡ୍ ଓଭାଲ୍ ଏକ ଉଚ୍ଚ ସ୍କୋରର କ୍ରିକେଟ୍ ଗ୍ରାଉଣ୍ଡ। ବିଶେଷ କରି ରାତିରେ ଏଠାରେ ଅନେକ ରନ୍ କରାଯାଇଛି। ରାତିରେ ଏଠାରେ ଟି-୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ହାରାହାରି ସ୍କୋର ୧୭୦+ ହୋଇଛି। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍‌ରେ ରନ୍‌ର ଭଲ ବର୍ଷା ହୋଇପାରେ।

ପାଣିପାଗ ସ୍ଥିତି: ଆଜି ଆଡିଲେଡରେ ବର୍ଷା ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି। ମ୍ୟାଚ୍ ସମୟରେ ପାଣି ମଧ୍ୟ ପଡିପାରେ। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍ ବହୁତ କମ୍ ଓଭର ହୋଇପାରେ।

ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଖେଳାଳି: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଆର ଅଶ୍ୱିନ, ମହମ୍ମଦ ଶାମି, ଭବନେଶ୍ୱର କୁମାର, ଅର୍ଶଦୀପ ସିଂ।

ବାଂଲାଦେଶର ସମ୍ଭାବ୍ୟ ଖେଳାଳି: ସୌମ୍ୟ ସରକାର, ନଜମୁଲ ହୁସେନ୍ ଶାଣ୍ଟୋ, ଲିଟନ୍ ଦାସ, ଶକିବ ଅଲ ହାସନ, ଆଫିଫ ହୋସେନ, ନୁରୁଲ ହାସନ, ମୋସାଦ୍ଦେକ ହୋସେନ, ୟାସିର ଅଲି, ତସ୍କିନ ଅହମ୍ମଦ, ମୁସ୍ତାଫିଜ୍ରୁ ରହମାନ, ହସନ ମହମୁଦ।

ଟି -୨୦ ବିଶ୍ୱକପ-୨୦୨୨ ଟିମ୍ ଇଣ୍ଡିଆ ବାଂଲାଦେଶ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026
Latest News

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.