Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୩ ବିଶ୍ୱକପ ପାଇଁ ସର୍ଟଲିଷ୍ଟ ହେଲେ ୨୦ କ୍ରିକେଟର, ଜାଣନ୍ତୁ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା
ଆଜିର ଖବର

୨୦୨୩ ବିଶ୍ୱକପ ପାଇଁ ସର୍ଟଲିଷ୍ଟ ହେଲେ ୨୦ କ୍ରିକେଟର, ଜାଣନ୍ତୁ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା

January 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ୍ ଦଳ ତାର ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି। ରବିବାର ଦିନ ଏକ ବିସିସିଆଇ ସମୀକ୍ଷା ବୈଠକ ହୋଇଥିଲା ଯେଉଁଥିରେ ୨୦ ଜଣ ସମ୍ଭାବ୍ୟ ଖେଳାଳି ବିଶ୍ୱକପ ପାଇଁ ତାଲିକାଭୁକ୍ତ ହୋଇଛନ୍ତି। ଏହି ୨୦ କ୍ରିକେଟରଙ୍କ ମଧ୍ୟରୁ ସମସ୍ତଙ୍କୁ ରୋଟେସନ ପଲିସି ଅନୁଯାୟୀ ସୁଯୋଗ ଦିଆଯିବ। ୧୨ ବର୍ଷ ପରେ ଭାରତରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ ଖେଳାଯିବ। ଟିମ୍ ଇଣ୍ଡିଆ ୨୦୧୩ ଠାରୁ କୌଣସି ଆଇସିସି ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଜିତି ନାହିଁ। ୨୦୧୩ ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହାପୂର୍ବରୁ ଟିମ୍ ଇଣ୍ଡିଆ ନିଜ ଜମିରେ ଧୋନିଙ୍କ ଅଧିନାୟକତ୍ୱରେ ୨୦୧୧ ମସିହାରେ ଦିନିକିଆ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା। ଆସନ୍ତୁ ସମ୍ଭାବ୍ୟ ୨୦ ସର୍ଟଲିଷ୍ଟ କ୍ରିକେଟରଙ୍କ ବିଷୟରେ ଜାଣିବା….

ରୋଟେସନ ପଲିସି ଅନୁଯାୟୀ ସୁଯୋଗ:

ବିଶ୍ୱକପ ପାଇଁ ଏହି ୨୦ ସର୍ଟଲିଷ୍ଟ କ୍ରିକେଟରଙ୍କ ମଧ୍ୟରୁ ବିଶ୍ୱକପ ଦଳ ଚୟନ କରାଯିବ। ଏହି ସମସ୍ତ ଖେଳାଳିଙ୍କୁ ବିଶ୍ୱକପ ପୂର୍ବରୁ ଖେଳାଯାଇଥିବା ଦିନିକିଆରେ ରୋଟେସନ ପଲିସି ଅନୁଯାୟୀ ସୁଯୋଗ ଦିଆଯିବ। ଏହି ସମୟ ମଧ୍ୟରେ, ଯେଉଁ ଖେଳାଳିଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ହେବ, ସେ ଦଳରେ ମନୋନୀତ ହେବେ। ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କ ବିଷୟରେ କହିବାକୁ ଗଲେ ବିଶ୍ୱକପ ଦଳରେ ସେମାନଙ୍କ ଚୟନ ନିଶ୍ଚିତ ହୋଇଛି। କିନ୍ତୁ ଏହା ବ୍ୟତୀତ କିଛି ଖେଳାଳିଙ୍କୁ ବିଶ୍ୱକପ ଦଳରେ ସ୍ଥାନ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ସମ୍ଭାବ୍ୟ ୨୦ କ୍ରିକେଟର:

ଏହି ୨୦ ଖେଳାଳି ସମ୍ଭବତଃ ବିଶ୍ୱକପ୍-୨୦୨୩ ପାଇଁ ବିସିସିଆଇର ସମୀକ୍ଷା ବୈଠକରେ ତାଲିକାଭୁକ୍ତ ହୋଇପାରନ୍ତି। ରୋହିତ ଶର୍ମା (କ୍ୟାପଟେନ), ଇଶାନ କିଶାନ, ଶୁଭମାନ ଗିଲ/ଶିଖର ଧାୱନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସଞ୍ଜୁ ସାମସନ୍, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ।

ଦିନିକିଆ ବିଶ୍ୱକପ ବିଶ୍ୱକପ ଭାରତୀୟ କ୍ରିକେଟ୍ ଦଳ ସମ୍ଭାବ୍ୟ ଖେଳାଳି ସର୍ଟଲିଷ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.