Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍, ରାଞ୍ଚିରେ ପ୍ରଥମ ମ୍ୟାଚ୍
ଆଜିର ଖବର

ଆଜିଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍, ରାଞ୍ଚିରେ ପ୍ରଥମ ମ୍ୟାଚ୍

January 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜି ଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ଟିମ୍ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ରାଞ୍ଚିରେ କୌଣସି ଟି-୨୦ ହାରି ନାହିଁ। ଏହା ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳର ଶେଷ ୧୧ ମ୍ୟାଚ୍ ର ଫଳାଫଳକୁ ଦେଖିଲେ ଟିମ୍ ଇଣ୍ଡିଆ କେବଳ ଗୋଟିଏ ମ୍ୟାଚ୍ ରେ ହାରିଛି।

ଉଲ୍ଲେଖଥାଉ କି, ସାମଗ୍ରିକ ରେକର୍ଡରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ କ୍ରିକେଟରେ ଭଲ ପ୍ରତିଯୋଗିତା ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୨୨ ଟି-୨୦ ମ୍ୟାଚ୍ ଖେଳାଯାଇଛି। ଏହି ମ୍ୟାଚ ମଧ୍ୟରୁ ଭାରତ ୧୦ ଟି ଜିତିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ୯ ଟି ମ୍ୟାଚ ଜିତିଛି। ତିନୋଟି ମ୍ୟାଚ୍ ଡ୍ର ହୋଇଛି।

ପିଚ୍:

କାକର କାରଣରୁ ପଛରେ ବୋଲିଂ କରୁଥିବା ଦଳକୁ କିଛି ଅସୁବିଧାର ସମ୍ମୁଖୀନ ହୋଇପାରେ। ଏଭଳି ପରିସ୍ଥିତିରେ ପ୍ରଥମେ ବୋଲିଂ କରିବା ଏକ ଭଲ ବିକଳ୍ପ ହେବ। ଏଠାରେ ଅନୁଷ୍ଠିତ ୨୫ ଟି-୨୦ ମ୍ୟାଚରେ କେବଳ ପ୍ରଥମେ ବୋଲିଂ କରିଥିବା ଦଳ ୧୬ ଥର ଜିତିଛି। ମ୍ୟାଚ୍ ସମୟରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳେ ରହିବ। ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।

ସମ୍ଭାବ୍ୟ ପ୍ଲେଇଙ୍ଗ ଏକାଦଶ:

ଟିମ୍ ଇଣ୍ଡିଆ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ (ୱିକେଟ୍ କିପର), ଶୁବମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ /ଯୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମର ମଲିକ, ଶିବମ ମାଭି।

ନ୍ୟୁଜିଲ୍ୟାଣ୍ଡ: ମିଚେଲ ସାଣ୍ଟନର୍ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ, ମାର୍କ ଚାପମ୍ୟାନ୍, ଡିଭନ୍ କନୱେ, ଲକି ଫର୍ଗୁସନ୍, ବେନ୍ ଲିଷ୍ଟର, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ଇଶ୍ ସୋଧି, ବ୍ଲେୟାର ଟିକନର୍।

କେଉଁଠାରେ ସିଧା ପ୍ରସାରଣ?

ଷ୍ଟାର ସ୍ପୋର୍ଟସ ନେଟୱାର୍କର ବିଭିନ୍ନ ଚ୍ୟାନେଲରେ ଭାରତ-ନ୍ୟୁଜିଲ୍ୟାଣ୍ଡ ଟି-୨୦ ସିରିଜର ସମସ୍ତ ତିନୋଟି ମ୍ୟାଚର ଲାଇଭ ଟେଲିକାଷ୍ଟ କରାଯିବ। ଡିସ୍ନି + ହଟଷ୍ଟାର ଆପରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ।

ଟି-୨୦ ସିରିଜ୍ ନ୍ୟୁଜିଲ୍ୟାଣ୍ଡ ଭାରତ ରାଞ୍ଚି
Share. Facebook Twitter LinkedIn Email WhatsApp Copy Link

Related Posts

‘‘ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

December 10, 2025

ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ

December 10, 2025

ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଲାଗି 13ଶହରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି: ଅଶ୍ୱିନୀ ବୈଷ୍ଣବ

December 10, 2025

ପିଆଇବି ଏଡିଜିଙ୍କ ଭବାନୀପାଟଣା ଗସ୍ତ

December 10, 2025
Latest News

‘‘ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

December 10, 2025

ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ

December 10, 2025

ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଲାଗି 13ଶହରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି: ଅଶ୍ୱିନୀ ବୈଷ୍ଣବ

December 10, 2025

ପିଆଇବି ଏଡିଜିଙ୍କ ଭବାନୀପାଟଣା ଗସ୍ତ

December 10, 2025

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.