Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମୁହାଁମୁହିଁ ହେବେ ଧୋନି-କୋହଲି, ଜାଣନ୍ତୁ କିଭଳି ହେବ ଚେନ୍ନାଇ ଓ ବେଙ୍ଗୁଲୁରୁର ସମ୍ଭାବ୍ୟ ଏକାଦଶ
ଆଜିର ଖବର

ଆଜି ମୁହାଁମୁହିଁ ହେବେ ଧୋନି-କୋହଲି, ଜାଣନ୍ତୁ କିଭଳି ହେବ ଚେନ୍ନାଇ ଓ ବେଙ୍ଗୁଲୁରୁର ସମ୍ଭାବ୍ୟ ଏକାଦଶ

April 17, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏମଏସ ଧୋନି ଏବଂ ବିରାଟ କୋହଲି ଆଜି ଆଇପିଏଲରେ ମୁହାଁମୁହିଁ ହେବେ। ଉଭୟ ବରିଷ୍ଠ ଖେଳାଳି ଦ୍ୱୟ ନିଜ ନିଜ ଦଳକୁ ପଏଣ୍ଟ ଟେବୁଲରେ ଉପରକୁ ନେବା ପାଇଁ ଚେଷ୍ଟା କରିବେ। ବର୍ତ୍ତମାନ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଏଣ୍ଟ ଟେବୁଲରେ ଟପ୍ -୫ ସ୍ଥାନରୁ ବାଦ ପଡିଛନ୍ତି। ଏହି ଉଭୟ ଦଳ ଏହି ସଂସ୍କରଣରେ ପ୍ରତ୍ୟେକଟି ଚାରୋଟି ମ୍ୟାଚ୍ ଖେଳିଛନ୍ତି ଏବଂ ସେମାନେ ପ୍ରତ୍ୟେକ ଦୁଇଟି ମ୍ୟାଚ୍ ଜିତିଛନ୍ତି।

ଆଇପିଏଲର ଏହି ସିଜନରେ ସିଏସକେ ପରାଜୟ ସହିତ ଖେଳ ଆରମ୍ଭ କରିଥିଲା, ତଥାପି ଏହା ପରେ ଦଳ ଦୁଇଟି ମ୍ୟାଚ୍ ଜିତିଥିଲା ଏବଂ ଚତୁର୍ଥ ମ୍ୟାଚ୍ ରେ ଏହି ଦଳକୁ ପୁଣି ଥରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅନ୍ୟପକ୍ଷରେ, ଆରସିବି ଏହି ସିଜିନକୁ ବିଜୟ ସହ ଆରମ୍ଭ କରିଥିଲା ​​କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ କ୍ରମାଗତ ପରାଜୟ ହାସଲ କରିଥିଲା। ଶେଷ ମ୍ୟାଚ୍‌ରେ ଏହି ଦଳ ବିଜୟ ଧାରାକୁ ଫେରିଥିଲା।

ସିଏସକେ ଏବଂ ଆରସିବି ପଏଣ୍ଟ ଟେବୁଲର ତଳେ ଥାଇପାରନ୍ତି। କିନ୍ତୁ ଉଭୟ ଦଳ ପ୍ରତ୍ୟେକ ମ୍ୟାଚ୍ ପରେ ଅଧିକ ଶକ୍ତିଶାଳୀ ହେଉଛନ୍ତି। ଏହି ଦଳର ଖେଳାଳିମାନେ ଧୀରେ ଧୀରେ ଫର୍ମକୁ କରୁଛନ୍ତି। ଏଭଳି ପରିସ୍ଥିତିରେ, ଏହି ଦୁଇ ଦଳ ସେମାନଙ୍କର ପୂର୍ବ ଖେଳାଳି ଏକାଦଶ ଏବଂ ଇମ୍ପାକ୍ଟ ପ୍ଲେୟାରଙ୍କୁ ବଜାୟ ରଖିବାକୁ ଚାହାଁନ୍ତି।

ଉଭୟ ଦଳର ସମ୍ଭାବ୍ୟ ଖେଳାଳି:

ଆରସିବି ଖେଳାଳି ଏକାଦଶ (ପ୍ରଥମେ ବ୍ୟାଟିଂ): ଫାଫ୍ ଡୁପଲେସିସ୍ (କ୍ୟାପଟେନ୍), ବିରାଟ କୋହଲି, ମହିପାଲ ଲୋମରୋର, ଗ୍ଲେନ୍ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ଅନୁଜ ରାୱତ, ଶାହାବାଜ ଅହମ୍ମଦ, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଡେଭିଡ ୱିଲି / ୱେନ ପାର୍ନେଲ, ମହମ୍ମଦ ସିରାଜ।

ଆରସିବି ଖେଳାଳି ଏକାଦଶ (ପ୍ରଥମେ ବୋଲିଂ): ଫାଫ୍ ଡୁପଲେସିସ୍ (କ୍ୟାପଟେନ୍), ବିରାଟ କୋହଲି, ମହିପାଲ ଲୋମୋରୋର, ଗ୍ଲେନ୍ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ଶାହାବାଜ ଅହମ୍ମଦ, ୱାନିନ୍ଦୁ ହସରଙ୍ଗା, ହର୍ଷଲ ପଟେଲ, ଡେଭିଡ ୱିଲି / ୱେନ ପାର୍ନେଲ, ମହମ୍ମଦ ସିରାଜ, ଆକାଶଦୀପ।

ଆରସିବି ଇମ୍ପାକ୍ଟ ପ୍ଲେୟାର: ଆକାଶଦୀପ / ଅନୁଜ ରାୱତ

ସିଏସକେ ଖେଳାଳି ଏକାଦଶ (ପ୍ରଥମେ ବ୍ୟାଟିଂ): ଡିଭନ୍ କନୱେ, ରୁତୁରାଜ ଗାଇକ୍ଵାଡ, ଅଜିଙ୍କ୍ୟ ରାହାନେ, ମୋଇନ ଅଲି, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ଡୱେନ ପ୍ରିଟୋରିୟସ, ଏମଏସ ଧୋନି (କ୍ୟାପଟେନ, ୱିକେଟକିପର), ତୁଷାର ଦେଶପାଣ୍ଡ, ମହିଷ ତୀକ୍ଷଣା।

ସିଏସକେ ଖେଳାଳି ଏକାଦଶ (ପ୍ରଥମେ ବୋଲିଂ): ଡିଭାନ୍ କନୱେ, ରୁତୁରାଜ ଗାଇକ୍ଵାଡ, ଅଜିଙ୍କ୍ୟ ରାହାନେ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ଡୱେନ ପ୍ରିଟୋରିୟସ, ଏମଏସ ଧୋନି (କ୍ୟାପଟେନ, ୱିକେଟକିପର), ଆକାଶ ସିଂ, ତୁଷାର ଦେଶପାଣ୍ଡେ, ମହିଷ ତୀକ୍ଷଣା।

ସିଏସକେ ଇମ୍ପାକ୍ଟ ଖେଳାଳି: ଆକାଶ ସିଂ /ଅମ୍ବାତି ରାୟୁଡୁ।

ଆଇପିଏଲ ଏମଏସ ଧୋନି ବିରାଟ କୋହ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.