Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ମହିଳା ଏସିଆ କପ୍-2024: ଜୁଲାଇ 26ରେ ହେବ ସେମିଫାଇନାଲ, ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ
ଖେଳ

ମହିଳା ଏସିଆ କପ୍-2024: ଜୁଲାଇ 26ରେ ହେବ ସେମିଫାଇନାଲ, ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ

July 25, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: 2024 ମହିଳା ଏସିଆ କପ୍ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ସମାପ୍ତ ହୋଇଛି। ଏବେ ଯେଉଁ 4 ଟି ଦଳ ସେମିଫାଇନାଲରେ ପରସ୍ପର ସହ ମୁକାବିଲା କରିବେ, ସେମାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ‘ସେମି ଫାଇନାଲ’ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ 26 ଜୁଲାଇରେ ଦାମ୍ବୁଲାରେ ବାଂଲାଦେଶ ମହିଳା ଦଳକୁ ଭେଟିବ। ଦ୍ୱିତୀୟ ‘ସେମିଫାଇନାଲ’ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳ ପାକିସ୍ତାନୀ ମହିଳା ଦଳ ସହିତ ମୁହାଁମୁହିଁ ହେବେ। ଏହି ଦୁଇ ଦଳ ମଧ୍ୟରେ ଲଢେଇ ମଧ୍ୟ ଦାମ୍ବୁଲାରେ ହେବ।

ପ୍ରକାଶ ଯେ, ଭାରତୀୟ ମହିଳା ଦଳ ଗ୍ରୁପ୍ ‘ଏ’ ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଟିମ ଇଣ୍ଡିଆ ସମସ୍ତ ମ୍ୟାଚ୍ ଜିତିଛି। ଦଳ ଏହାର 3 ଟି ମ୍ୟାଚରେ ମୋଟ 6 ପଏଣ୍ଟ (+3.615) ସଂଗ୍ରହ କରିଛି।

ପଡୋଶୀ ଦେଶର ମହିଳା ଦଳ ପାକିସ୍ତାନ ଗ୍ରୁପ୍ ‘ଏ’ରୁ ଦ୍ୱିତୀୟ ସ୍ଥାନରେ ରହିଛି। ସବୁଜ ଦଳ ମଧ୍ୟ 3 ଟି ମ୍ୟାଚରୁ 2 ଟି ମ୍ୟାଚ୍ ଜିତିଥିବାବେଳେ 1 ଟି ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହୋଇଛି। ପାକିସ୍ତାନ 4 (+1.102) ପଏଣ୍ଟ ପାଇଛି।

ନେପାଳ ଏବଂ ୟୁଏଇର ମହିଳା ଦଳ ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ନେପାଳ ଏବଂ ୟୁଏଇ ମଧ୍ୟ ଯଥାକ୍ରମେ 3-3 ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ନେପାଳର ଦଳ 1 ଟି ମ୍ୟାଚ୍ ଜିତିଥିବାବେଳେ ୟୁଏଇକୁ ଏହାର ସମସ୍ତ ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳସ୍ୱରୂପ, ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳର ଯାତ୍ରା ଶେଷ ହୋଇଛି।

asia cup-2024 india pakistan semifinal
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025

ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ 

December 23, 2025

ବାଂଲାଦେଶ ହାଇକମିଶନ ବାହାରେ ଭିଏଚପି ଏବଂ ବଜରଙ୍ଗ ଦଳର ପ୍ରତିବାଦ

December 23, 2025

SIR ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିବା ପାଇଁ କୋଲକାତା ଗସ୍ତ କରିବେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ 

December 23, 2025
Latest News

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିବ ନୂଆ ଅଧିନାୟକ!: ଦାୟିତ୍ୱ ନେବେ ଭାରତର ଏହି ତାରକା ଖେଳାଳି

December 23, 2025

ଘୂର୍ଣ୍ଣିଝଡ଼ ଦ୍ୱାରା ପ୍ରଭାବିତ ଶ୍ରୀଲଙ୍କାକୁ ୪୫୦ମିଲିୟନ ଡଲାରର ସହାୟତା ଘୋଷଣା କଲା ଭାରତ 

December 23, 2025

ବାଂଲାଦେଶ ହାଇକମିଶନ ବାହାରେ ଭିଏଚପି ଏବଂ ବଜରଙ୍ଗ ଦଳର ପ୍ରତିବାଦ

December 23, 2025

SIR ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିବା ପାଇଁ କୋଲକାତା ଗସ୍ତ କରିବେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ 

December 23, 2025

ପ୍ରଥମ ପର୍ଯ୍ୟାୟରେ ୧୫୦ ଟି ନୂଆ ୧୦୮ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.