Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣଜୀ କ୍ବାର୍ଟର ଫାଇନାଲ୍‌ରେ ମଜୁମଦାରଙ୍କ ଶତକ : ବେଙ୍ଗଲ 308/6
ଆଜିର ଖବର

ରଣଜୀ କ୍ବାର୍ଟର ଫାଇନାଲ୍‌ରେ ମଜୁମଦାରଙ୍କ ଶତକ : ବେଙ୍ଗଲ 308/6

February 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
କଟକ : ଆଜିଠୁ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ୍‌ ମୁକାବିଲା ଆରମ୍ଭ ହୋଇଥିବା ବେଳେ କଟକର ଡ୍ରିମ୍ସରେ ପରସ୍ପର ବିପକ୍ଷରେ ଖେଳୁଛନ୍ତି ଓଡିଶା ଏବଂ ବେଙ୍ଗଲ । ପ୍ରଥମ ଦିନରେ ବେଙ୍ଗଲର ଅନୁସ୍ତୂପ ମଜୁମଦାର ଅପରାଜିତ ଶତକ ହାସଲ କରିଥିବା ବେଳେ ବେଙ୍ଗଲ 6 ଓ୍ବିକେଟ୍‌ ହରାଇ 308 ରନ୍‌ ସଂଗ୍ରହ କରିଛି । ପ୍ରଥମ ଦୁଇ ସେସନ୍‌ ସୁଦ୍ଧା ବେଙ୍ଗଲ 145 ରନ୍‌ରେ 6ଟି ଓ୍ବିକେଟ ହରାଇଥିବା ବେଳେ ଶାହବାଜ ଅହମଦ (82)ଙ୍କ ସହିତ ଅବିଭାଜିତ 163 ରନ୍‌ର ଭାଗିଦାରୀ କରିଥିଲେ । ଟସ୍‌ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଥିଲା ଓଡିଶା । 4 ପେସ୍‌ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇଥିବା ଓଡିଶା ବୋଲରଙ୍କୁ ପ୍ରାରମ୍ଭିକ ସପଳତା ମଧ୍ୟ ମିଳିଥିଲା । ମାତ୍ର ମଜୁମଦାର 194ଟି ବଲ୍‌ର ସମ୍ମୁଖୀନ ହୋଇ 20ଟି ଚୌକା ସହାୟତାରେ 134 ରନ୍‌ ସଂଗ୍ରହ କରିଥିବା ବେଳେ ଶାହବାଜ ଅହମଦ 154 ବଲ୍‌ର ସମ୍ମୁଖୀନ ହୋଇ 13ଟି ଚୌକା ସହାୟତାରେ 82 ରନ୍‌ରେ ଅପରାଜିତ ରହିଛନ୍ତି । ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ରାଜେଶ ସିଂ ଚୌହାନ ପ୍ରତ୍ୟୋକ ଦୁଇଟି ଲେଖାଏଁ ଓ୍ବିକେଟ୍‌ କରିଥିଲେ । ବସନ୍ତ ପ୍ରଧାନ ଏବଂ ଦେବବ୍ରତ ପ୍ରଧାନ ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

bengal Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.