Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରୋନା ମୁକାବିଲା : ହୋଟେଲ୍‌କୁ ହସ୍ପିଟାଲରେ ପରିଣତ କରାଇଲେ ରୋନାଲ୍ଡୋ
ଆଜିର ଖବର

କୋରୋନା ମୁକାବିଲା : ହୋଟେଲ୍‌କୁ ହସ୍ପିଟାଲରେ ପରିଣତ କରାଇଲେ ରୋନାଲ୍ଡୋ

March 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ପର୍ତ୍ତୁଗାଲ : ଫୁଟବଲ୍‌ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣିଥରେ ନିଜର ବଦାନ୍ୟତାର ଏକ ଉଦାହରଣ ଦେଇଛନ୍ତି । ସର୍ବଦା ନିଜର ଦାନ ପାଇଁ ଚର୍ଚ୍ଚିତ ରହୁଥିବା ରୋନାଲ୍ଡୋ ନିଜର ହୋଟେଲ୍‌ ଗୁଡିକୁ ହସ୍ପିଟାଲରେ ପରିଣତ କରିଛନ୍ତି । ପର୍ତ୍ତୁଗାଲରେ କୋରୋନା ମୁକାବିଲା ପାଇଁ ରୋନାଲ୍ଡୋ ନିଜର ସମସ୍ତ ହୋଟେଲକୁ ହସ୍ପିଟାଲରେ ପରିଣତ କରାଇବା ସହିତ ମାଗଣା ଚିକିତ୍ସା ବ୍ୟବସ୍ଥା ଲାଗୁ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପର୍ତ୍ତୁଗାଲ୍‌ରେ ରୋନାଲ୍ଡୋଙ୍କ ସିଆର 7 ଚେନ୍‌ର ପ୍ରାୟ 50ଟି ହୋଟେଲ୍‌ ରହିଛି । ସମସ୍ତ ହୋଟେଲ୍‌ରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଛନ୍ତି ନିଜେ ରୋନାଲ୍ଡୋ । ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ବେତନ ସହିତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ରୋନାଲ୍ଡୋ ବହନ କରିବେ ବୋଲି ଜଣାପଡିଛି ।

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ

January 15, 2026

ଇରାନର ଖରାପ ପରିସ୍ଥିତି ମଧ୍ୟରେ ଏୟାର ଇଣ୍ଡିଆର ମାର୍ଗଦର୍ଶିକା ଜାରି 

January 15, 2026

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026
Latest News

ଯୁବକଙ୍କୁ ଆତର୍କିତ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

January 15, 2026

National Startup Day 2026: ଶୁକ୍ରବାରରେ ଆରମ୍ଭ ହେବ ଷ୍ଟାର୍ଟଅପ ଦିବସ, ଦିଆଯିବ 20 ଟି ପୁରସ୍କାର 

January 15, 2026

ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ବହୁ ସାମଗ୍ରୀ ସହ ୫ ଗିରଫ

January 15, 2026

ଇରାନର ଖରାପ ପରିସ୍ଥିତି ମଧ୍ୟରେ ଏୟାର ଇଣ୍ଡିଆର ମାର୍ଗଦର୍ଶିକା ଜାରି 

January 15, 2026

ହିମାଚଳ ପ୍ରଦେଶରେ ଭୀଷଣ ଅଗ୍ନିକାଣ୍ଡ: ଛଅ ଜୀବନ୍ତ ଦଗ୍ଧ

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.