
ଦୂତୀଙ୍କ ସହ କ୍ରିକେଟର ଈଶାନ୍ତ ଶର୍ମା, ତୀରନ୍ଦାଜ ଅତନୁ ଦାସ, ବନ୍ଧୁକଚାଳକ ମନୁଭାକର, ମହିଳା କ୍ରିକେଟର ଦୀପ୍ତି ଶର୍ମା ପ୍ରମୁଖ ରହିଛନ୍ତି । ସେହିପରି ଉତ୍କଷ୍ଠ କୋଚିଂ ପାଇଁ 8ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ ବୋଲଇ ସୂଚନା ରହିଛି । ସେହିପରି 15 ଜଣ କ୍ରୀଡାବିତ୍ଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।
Tags: ଅର୍ଜୁନ ପୁରସ୍କାର, ଦୂତି ଚାନ୍ଦ