Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟବହାରକରୀମାନଙ୍କ ପାଇଁ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ନେଇଆସିଛି ନୂଆ ରୋମାଞ୍ଜଭରା ଅନୁଭୂତି ଓ ସୁଯୋଗ
ଆଜିର ଖବର

ବ୍ୟବହାରକରୀମାନଙ୍କ ପାଇଁ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ନେଇଆସିଛି ନୂଆ ରୋମାଞ୍ଜଭରା ଅନୁଭୂତି ଓ ସୁଯୋଗ

September 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ / ଭୁବନେଶ୍ୱର: ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ଆରମ୍ଭ ହୋଇଯାଇଛି। ଏଥି ସହିତ ଜିଓ ପକ୍ଷରୁ ଆରମ୍ଭ ହୋଇଛି ‘ଜିଓ କ୍ରିକେଟ୍ ପ୍ଲେ-ଆଲଙ୍ଗ୍‌’ ଯେଉଁଥିରେ ଖେଳ ଦେଖିବା ସହ କ୍ରିକେଟ ପ୍ରେମୀମାନେ ନିଜେ ଖେଳରେ ସାମିଲ୍ ହୋଇ ଆର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ରହିଛି। ଚଳିତବର୍ଷ ପାଇଁ ଏହା ହେଉଛି ଏକ ଉପଯୁକ୍ତ ସମୟ ଯେତେବେଳେ ଜିଓ ଉପଭୋକ୍ତାମାନେ ‘ଜିଓ କ୍ରିକେଟ ପ୍ଲେ-ଏଲଙ୍ଗ୍‌’ ମାଧ୍ୟମରେ କ୍ରିକେଟ ଖେଳର ସମସ୍ତ ଦକ୍ଷତା ଓ ଶୈଳୀ ଉପଯୋଗ କରି ପ୍ରତ୍ୟେକ ବଲ୍ ସହ ଖେଳିବା ସହିତ ଏସମ୍ପର୍କିତ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଆକର୍ଷଣୀୟ ପୁରସ୍କାର ଲାଭ କରିପାରିବେ!

ଏଥିସହିତ ସେମାନେ ମ୍ୟାଚ୍ ପୂର୍ବ (ପ୍ରି-ମ୍ୟାଚ୍‌) ପ୍ରଶ୍ନ କାର୍ଯ୍ୟକ୍ରମ, ପୋଲ୍‌, କ୍ୱିଜ୍ ଇତ୍ୟାଦିରେ ଭାଗ ନେଇପାରିବା ସହିତ ଏହି ଖେଳ କାର୍ଯ୍ୟକ୍ରମରେ ଓ ‘ଷ୍ଟିକର ଚାଟ୍‌’ ମାଧ୍ୟମରେ ସେମାନଙ୍କ ନିଜର ପସନ୍ଦର ଦଳକୁ ଉତ୍ସାହିତ କରିପାରିବା ସହିତ ଖେଳର ସ୍କୋର, ମ୍ୟାଚ୍ ସାରଣୀ, ଫଳାଫଳ ଏବଂ ଅନ୍ୟ ବହୁ କିଛି ଉପଲବ୍ଧ କରିପାରିବେ।

‘ଡେଲି ରିୱାର୍ଡ’ ବ୍ୟବସ୍ଥାରେ ଏହି  କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରତିଯୋଗୀମାନେ ପ୍ରତିଦିନ ପୁରସ୍କାର ଲାଭ କରିବାର ସୁଯୋଗ ରହିଥିବା ବେଳେ ସେମାନେ ‘ଡେଲି ଚାଲେଞ୍ଜ’କୁ ସମ୍ପୂର୍ଣ୍ଣ କରି ଘରକୁ ବମ୍ପର ପୁରସ୍କାର ନେଇପାରିବେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଡେଲି ଚାଲେଞ୍ଜ ସେକ୍ସନ୍‌ରେ ବମ୍ପର ପ୍ରାଇଜ୍ ଟାଇଟଲ୍ ସମ୍ପର୍କରେ ସୂଚନ ଦିଆଯିବ। ତେଣୁ ଚଳିତ କ୍ରିକେଟ ସିଜିନ୍‌ରେ ଉପଭୋକ୍ତାମାନେ ଘରେ ସୁରକ୍ଷିତ ରହି ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍ ସହାୟତାରେ ବହୁ ପୁରସ୍କାର ଜିତିପାରିବେ।

ମାଇ ଜିଓ ଆପ୍‌’ର ଜିଓ ଏନ୍‌ଗେଜ୍ ସେକ୍ସନ୍‌ରେ ଜିଓ କ୍ରିକେଟ୍ ପ୍ଲେ-ଏଲଙ୍ଗ୍ ଗେମ୍ ଉପଲବ୍ଧ ହେଉଥିବା ବେଳେ ଏହାକୁ ଗୁଗଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍ ଷ୍ଟୋରରୁ ଡାଉନ୍‌ଲୋଡ୍ କରାଯାଇପାରିବ। ଉଭୟ ଜିଓ ଉପଭୋକ୍ତା ଏବଂ ଅଣ ଜିଓ ଉପଭୋକ୍ତାମାନେ ଏହି ଗେମ୍ ଖେଳିବାର ସୁଯୋଗ ପାଇପାରିବେ ଏବଂ ଚଳିତ କ୍ରିକେଟ୍ ସିଜିନ୍‌ରେ ବହୁ ପୁରସ୍କାର ଜିତିବାର ଲାଭ ମଧ୍ୟ ଉଠାଇପାରିବେ।

ଆଇପିଏଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026
Latest News

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.