ଆଜିର ଖବର ଜୀ ସାର୍ଥକରେ “ପାର୍ବଣରେ ସୁନାର ବର୍ଷା” ପ୍ରତିଯୋଗିତା ଭୁବନେଶ୍ଵର: ଏହି ପାର୍ବଣ ମହୋତ୍ସବରେ, ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ହେବ ସୁନାର ବର୍ଷା। ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର…