ବିଶେଷ ଖବର ‘ନୂଆ ବିଲଗୁଡ଼ିକ ମୁଖ୍ୟତଃ ପୁରୁଣା ଅପରାଧିକ ଆଇନର ନକଲ’: ବିରୋଧୀ ଆଣିଲେ ଏଭଳି ଅଭିଯୋଗ ନୂଆଦିଲ୍ଲୀ: ନୂଆ ବିଲଗୁଡ଼ିକ ମୁଖ୍ୟତଃ ପୁରୁଣା ଅପରାଧିକ ଆଇନର ନକଲ ବୋଲି ତିନିଟି ଅପରାଧିକ ବିଲ ଉପରେ ଅସହମତି ପ୍ରକାଶ କରିଥିବା ସଂସଦୀୟ କମିଟିର ବିରୋଧୀ ସାଂସଦମାନେ…