ଜାତୀୟ ଖବର ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବୃଦ୍ଧି ହେଲା ଆଉ ଦୁଇ ଯୋଡ଼ା ବିଶେଷ ଟ୍ରେନର ସେବା, ୫ ଯୋଡା ଟ୍ରେନ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା ଭୁବନେଶ୍ବର: ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇ ଯୋଡ଼ା ବିଶେଷ ଟ୍ରେନ ସେବାକୁ ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ବେଳେ ପୁରୀରୁ…