ଜାତୀୟ ଖବର ଟିକେଟ୍ ବୁକିଂ ସମୟରେ ୩୫ ପଇସାରେ ମିଳୁଛି ୧୦ ଲକ୍ଷ ପର୍ଯ୍ୟନ୍ତ ବୀମା: ଜାଣନ୍ତୁ ଏହି ନୀତି କ’ଣ? ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଜିନିଷର ଦର ଆକାଶ ଛୁଆଁ ହେଉଛି। ଏହି ସମୟରେ ୩୫ ପଇସାର କୌଣସି ମୂଲ୍ୟ ନାହିଁ। କିନ୍ତୁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍…