ଆଜିର ଖବର ଖୋର୍ଦ୍ଧା ଜିଲ୍ଲା ପୋଲିସର ନବକଳେବର: ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଦଳ ଓ ନିଯୁକ୍ତି ଖୋର୍ଦ୍ଧା: ନୂଆବର୍ଷରେ ଖୋର୍ଦ୍ଧା ଜିଲ୍ଲା ପୋଲିସର ଏସଆଇ ଏବଂ ଏଏସଆଇ ସ୍ତରରେ ଏକ ବଡଧରଣର ଅଦଳବଦଳ ହୋଇଛି। ବିଭିନ୍ନ ଥାନାରେ ଖାଲି ପଦବୀ ପୂରଣ, ଆବଶ୍ୟକତା ଏବଂ…