ଅନ୍ତରାଷ୍ଟ୍ରୀୟ ଏହି ତାରିଖରେ ଖେଳାଯିବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ, କରୋନା କାରଣରୁ ହୋଇଥିଲା ବାତିଲ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସହାୟକ କର୍ମଚାରୀଙ୍କ କିଛି ସଦସ୍ୟ କରୋନା ଚିହ୍ନଟ ହେବା ପରେ ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ୍ ବାତିଲ କରାଯାଇଥିଲା।…