ଜାତୀୟ ଖବର ଅନ୍ତ୍ୟୋଦୟର ସଂକଳ୍ପକୁ ସାକାର କରୁଛି ଡିଜିଟାଲ ଇଣ୍ଡିଆ ଅଶ୍ୱିନୀ ବୈଷ୍ଣବ କିଛି ମାସ ପୂର୍ବରୁ, ମୁଁ ଦିଲ୍ଲୀରେ ଜଣେ ବରିଷ୍ଠ ୟୁରୋପୀୟ ମନ୍ତ୍ରୀଙ୍କୁ ଭେଟିଥିଲି। ଭାରତର ଡିଜିଟାଲ ଅର୍ଥପଇଠ ବିପ୍ଳବକୁ ଦେଖି ସେ ଆଚମ୍ବିତ ହୋଇଥିଲେ। ସାରା ଭାରତରେ ଲୋକମାନେ…