ଆଜିର ଖବର CLAT ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ଅରୁଣିମାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର: ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷା (CLAT) ରେ ଅରୁଣିମା ଠାକୁର୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଅରୁଣିମା ଠାକୁର୍ ରାଉରକେଲାର ଝିଅ ଏବଂ ସେ ବାଣୀବିହାର…