ଅପରାଧ ଅବକାରୀ ବିଭାଗକୁ ବଡ଼ ସଫଳତା: ନାଚୁଣୀରୁ ଜବତ କଲା ଦୁଇଟି ଆଇଚର ଏବଂ ୪୦୭ ଟ୍ରକ ବୋଝେଇ ଆସ୍କା-୪୦ ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଜଙ୍ଗଲ ମଧ୍ୟରୁ ଚଢ଼ାଉ କରି ଜବତ କରିଛି ଲକ୍ଷାଧିକ ଟଙ୍କାର ଆସ୍କା-୪୦ ମଦ।…