ଆଜିର ଖବର ଆଇନଗତ ସହାୟତାକୁ ସୁଦୃଢ଼ କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ସୁପ୍ରିମକୋର୍ଟରେ ଏକ ଜାତୀୟ ସମ୍ମିଳନୀର ଉଦଘାଟନ କରିବେ, ଯେଉଁଥିରେ ଆଇନଗତ ସହାୟତା ଢାଞ୍ଚା ଏବଂ NALSAର ତାଲିମ ମଡ୍ୟୁଲ୍…