ବ୍ୟବସାୟ ବିମାନ ଛାଡିବାର ତିନି ଘଣ୍ଟା ପୂର୍ବରୁ ଆସିବା ପାଇଁ ଯାତ୍ରୀଙ୍କୁ ଅନୁରୋଧ କଲା ଆକାଶ ଏୟାର ନୂଆଦିଲ୍ଲୀ: ବିମାନରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଯିବା ପାଇଁ ବିମାନ କଂପାନୀଗୁଡିକର ମୁଖ୍ୟ କାର୍ଯ୍ୟ। ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଆକାଶ ଏୟାର ଏକ ନୂଆ ନିୟମ…