ବିଶେଷ ଖବର ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମଗ୍ରୀ/ପ୍ରଯୁକ୍ତି ଉଦ୍ଘାଟିତ ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁଷ୍ଠିତ ପ୍ରଥମ “ଏ ଆଇ ଇନ୍’ ଡିଫେନ୍ସ” ସମ୍ମିଳନୀ ଓ ପ୍ରଦର୍ଶନୀରେ ୭୫ଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମଗ୍ରୀ/ପ୍ରଯୁକ୍ତି (ଟେକ୍ନୋଲୋଜି)କୁ ଉଦ୍ଘାଟନ କରିଛନ୍ତି।…