ଆଜିର ଖବର ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ ଭୁବନେଶ୍ୱର: ନିଶା କାରବାର, ଆତଙ୍କବାଦ ଓ ସଡ଼କ ଦୁର୍ଘଟଣା ରୋକିବାକୁ ଓଡ଼ିଶା ପୁଲିସରେ ଖୁବ୍ଶୀଘ୍ର ୩ଟି ନୂଆ ବିଭାଗ ଗଠନ ହେବ। ଏନେଇ ପୁଲିସ ଡିଜି ୱାଇ.ବି.…