ଜାତୀୟ ଖବର ଓଡିଶା ଲଳିତ କଳା ଏକାଡ଼େମୀ ତରଫରୁ ବାଙ୍ଗାଲୋର ଠାରେ ଆଦିବାସୀ ଚିତ୍ରକଳା ଶିବିର ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଦ୍ଵାରା କର୍ଣ୍ଣାଟକର ବାଙ୍ଗାଲୋରରେ ପ୍ରମୁଖ ଗ୍ୟାଲେରୀ ‘କର୍ଣ୍ଣାଟକ ଚିତ୍ରକଳା ପରିଷଦ’…