ବିଶେଷ ଖବର ଲୋକସଭାରେ ଗୃହୀତ ହେଲା ଆନ୍ତଃସେବା ସଂଗଠନ ବିଲ୍ – ୨୦୨୩ ନୂଆଦିଲ୍ଲୀ: ଲୋକସଭାରେ ଆନ୍ତଃସେବା ସଂଗଠନ (ନିର୍ଦ୍ଦେଶ, ନିୟନ୍ତ୍ରଣ ଏବଂ ଶୃଙ୍ଖଳା) ବିଧେୟକ – ୨୦୨୩ ଗୃହୀତ ହୋଇଛି। ଆନ୍ତଃ ସେବା ସଂଗଠନ ବା ଇଣ୍ଟର-ସର୍ଭିସେସ୍ ଅର୍ଗାନାଇଜେସନ୍ (ଆଇଏସ୍ଓ)…