ଆଜିର ଖବର ଆସ କିଏ ଖାଇବ ହୋ ଆମ ରାଜା ଘର ଖାନା; ଓଡିଆ ଖାଦ୍ୟ ପରମ୍ପରାକୁ ନେଇ ଛୋଟିଆ ଐତିହାସିକ ଗଦ୍ୟ ଶୈଲେନ ରାଉତରାୟ (ଖାଇବାକୁ ନେଇ ଲେଖିବାର ପରମ୍ପରା ଆମର ବହୁତ କମ। ତେଣୁ ଓଡିଆ ଖାଦ୍ୟର କୌଣସି ବିଶେଷ ଐତିହାସିକ ଦଲିଲ ଆମର ନାହିଁ। କାଁ ଭାଁ…