ବିଶେଷ ଖବର ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ନେଇ ଆଲୋଚନା ଆରମ୍ଭ କଲା କମିଟି, କ’ଣ କହିଲା କେନ୍ଦ୍ର ନୂଆଦିଲ୍ଲୀ: ସମୟ ପୂର୍ବରୁ କିମ୍ବା ପରେ ଦେଶରେ ଲୋକସଭା ନିର୍ବାଚନ କରାଇବା ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ…