ଆଜିର ଖବର ଇବୋଲା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ -ଜଗତ ପ୍ରକାଶ ନଡ୍ଡା ଆଫ୍ରିକାର କେତେକ ଭାଗରେ ନିକଟରେ ଦେଖାଦେଇଥିବା ଇବୋଲା ରୋଗର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି…