ଆଜିର ଖବର ଏମ୍ସ ଭୁବନେଶ୍ୱର ୧୧ତମ ପ୍ରତିଷ୍ଠା ଦିବସ: ଆରମ୍ଭ ହେଲା ଇ-ଅଫିସ ବ୍ୟବସ୍ଥା ଭୁବନେଶ୍ୱର: ପ୍ରଥମ ଦଶନ୍ଧିର ଗୌରବମୟ ଯାତ୍ରା ସହିତ ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥାଭାଜନ ହୋଇପାରିଥିବା ଏମ୍ସ ଭୁବନେଶ୍ୱର ଶନିବାର ଦିନ ଏହାର ୧୧ତମ ପ୍ରତିଷ୍ଠା…