ଆଜିର ଖବର ଜାତୀୟ ଇ-ପ୍ରଶାସନ ପୁରସ୍କାର ପାଇବାକୁ ମନୋନୀତ ହେଲା କେନ୍ଦୁଝରର ଶୁଆକାଟି ପଞ୍ଚାୟତ ଭୁବନେଶ୍ୱର: ପ୍ରଶାସନିକ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ସଦୁପଯୋଗ କରି ନାଗରିକଙ୍କୁ ସୁଶାସନ ଯୋଗାଇ ଦେଇଥିବା କେନ୍ଦୁଝର ଜିଲ୍ଲାର ଶୁଆକାଟି ପଞ୍ଚାୟତକୁ ଚଳିତ ବର୍ଷ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫…