ବିଶେଷ ଖବର ଦେଶବିଦେଶକୁ ଯିବ ‘କୋରାପୁଟ କଫି’ ବିକ୍ରି ପାଇଁ ‘ଟାଟା କଫି’ର ସହମତି ଭୁବନେଶ୍ୱର: ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି…