ଆଜିର ଖବର ଆସନ୍ତା ଜାନୁୟାରୀ ୮ ରେ ଜୀ-ସାର୍ଥକରେ ଦେଖନ୍ତୁ ନୂଆ ଚଳଚ୍ଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ ଭୁବନେଶ୍ବର: ପୃଥିବୀ ବାହାରେ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି? ଅନ୍ୟ ଗ୍ରହରୁ ଏଲିଏନ କ’ଣ ପୃଥିବୀକୁ ଆସନ୍ତି? ଉଡ଼ନ୍ତା ଥାଳିଆ ପରି କିଛି ଯାନ ଅଛି…