ଆଜିର ଖବର ସେ ଯୁଗ ଆଉ ନାହିଁ, ଏବେ କଳାହାଣ୍ଡିକୁ ଉଡିବ ଉଡାଜାହାଜ, ଡିଜିସିଏ ତରଫରୁ ମିଳିଲା ଅନୁମତି ଭୁବନେଶ୍ବର: ଖୁବ ଶିଘ୍ର କଳାହାଣ୍ଡିକୁ ଉଡିବ ଉଡାଜାହାଜ। ଏ ନେଇ ଡିଜିସିଏ ବା ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଆଭିଏସନ ଅନୁମତି ପ୍ରଦାନ କରିଛନ୍ତି। ଗତକାଲି ଡିଜିସିଏ…