ଆଜିର ଖବର ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଅନୁଗୁଳ ଓ ଝାରସୁଗୁଡାରେ ଦୁଇ ଦିନ ପାଇଁ ବାତିଲ ରହିବ ଏହି ଟ୍ରେନ ଭୁବନେଶ୍ବର: ଉତ୍ତର କେନ୍ଦ୍ରୀୟ ରେଳପଥର ନୈନି ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା…