ଜାତୀୟ ଖବର ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ନିରନ୍ତରଭାବେ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆସିଚାଲିଛି। ରେଳବାଇରେ ଅଥବା ପାଇଲଟ୍ ଭାବେ ଲାଗୁ ହୋଇଥିବା କିଛି ପ୍ରମୁଖ ପ୍ରଯୁକ୍ତିବିଦ୍ୟା ସଂପର୍କରେ ନିମ୍ନରେ ଦିଆଗଲା। ମେସିନ୍…