ଏଏନଏମ ପରୀକ୍ଷା ବାତିଲ

ଭୁବନେଶ୍ବର: ନିକଟରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଆୟୋଜିତ ଏଏନଏମ ପରୀକ୍ଷା ବାତିଲ କରାଯାଇଛି। ପ୍ରଶ୍ନପତ୍ର ଲିକ ଯୋଗୁଁ ଏହି ପରୀକ୍ଷା ବାତିଲ କରାଯାଇଛି ବୋଲି ଘୋଷଣା କରାଯାଇଛି।…