ଆଜିର ଖବର ନ୍ୟାୟ ପାଇଁ ସଂଘର୍ଷ କରି ଶେଷରେ ମରିଗଲେ ବାଲେଶ୍ବର ଏଫଏମ କଲେଜ ଛାତ୍ରୀ, ଏମ୍ସରେ ଧସ୍ତାଧସ୍ତି ଭୁବନେଶ୍ବର: ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ବର ଏଫଏମ କଲେ ଛାତ୍ରୀ। ଏମ୍ସରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ଦେହର 90 ଭାଗ ପୋଡିଯାଇଥିଲା। ଗତକାଲି ରାତି…