ଆଜିର ଖବର ଏନଆଇଆରଏଫ-୨୦୨୫ ମାନ୍ୟତାରେ ଚତୁର୍ଦ୍ଦଶ ସ୍ଥାନ ହାସଲ କଲା ଭୁବନେଶ୍ବର ଏମ୍ସ ଭୁବନେଶ୍ଵର: ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ପ୍ରସ୍ତୁତ କରାଯାଇଥିବା ଏନଆଇଆରଏଫ-୨୦୨୫ ମାନ୍ୟତାରେ ଭୁବନେଶ୍ବର ଏମ୍ସ ଚତୁର୍ଦ୍ଦଶ ସ୍ଥାନ ହାସଲ କରିଛି। ଶ୍ରେଷ୍ଠ ମେଡ଼ିକାଲ କଲେଜ ବର୍ଗରେ ଭୁବନେଶ୍ବର…