ଆଜିର ଖବର ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏତଲା ଦାଖଲ କଲେ ସମୀର ୱାଙ୍ଖେଡେଙ୍କ ଭଉଣୀ ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ଭଉଣୀ ଜସ୍ମିନ ୱାଙ୍ଖେଡ ଏଫଆଇଆର ଦାଖଲ କରିଛନ୍ତି। ଗୁରୁବାର ଦିନ ଜଣେ…