ଆଜିର ଖବର ଏପ୍ରିଲ ୨୮ ରେ ୯୧ ଏଫ୍ଏମ୍ ଟ୍ରାନ୍ସମିଟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ଚଳିତମାସ ୨୮ତାରିଖ ଅର୍ଥାତ୍ ଆସନ୍ତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍ଘାଟନ କରିବେ।…