ଆଜିର ଖବର ଉତ୍ତରପ୍ରଦେଶ ଏମଏଲସି ନିର୍ବାଚନରେ ବିଜେପିର ବଡ ବିଜୟ, ବାରାଣାସୀରେ ମିଳିଲା ପରାଜୟ ଲକ୍ଷ୍ନୌ: ୟୁପି ବିଧାନସଭା ନିର୍ବାଚନ ପରେ ବିଧାନ ପରିଷଦ ନିର୍ବାଚନରେ ବିଜେପିର ବଡ ବିଜୟ ହୋଇଛି। ବିଧାନ ପରିଷଦର ନିର୍ବାଚନ ଫଳାଫଳରେ, ୟୁପିରେ ଥିବା ୩୬ ଟି…