ଆଜିର ଖବର ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ବଡ ଧରଣର ଅଦଳବଦଳ: ଜାଣନ୍ତୁ କେଉଁ ଥାନାର କିଏ ନେଲେ ଦାୟିତ୍ଵ ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ଏକ ବଡ ଧରଣର ଅଦଳବଦଳ ହୋଇଛି। ବହୁ ଥାନାର ଥାନାଧିକାରୀଙ୍କ ସମେତ ଏସଆଇ ଏବଂ ଏଏସଆଇଙ୍କ ବଦଳି ହୋଇଛି।…