ଅପରାଧ ଗିରଫ ହେବ କି ପ୍ରିୟଙ୍କା ଗାନ୍ଧୀଙ୍କ PA? ଏସସି-ଏସଟି ଆକ୍ଟ ସହିତ ଅନେକ ଗମ୍ଭୀର ଧାରାରେ FIR ପଞ୍ଜିକୃତ ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି କଂଗ୍ରେସର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ PA ସନ୍ଦୀପ ସିଂଙ୍କ ସମସ୍ୟା ବଢିପାରେ। ଉତ୍ତରପ୍ରଦେଶରେ ଏସସି-ଏସଟି ଆକ୍ଟ ସମେତ…