ଅନ୍ତରାଷ୍ଟ୍ରୀୟ ସ୍ଥଗିତ ହେଲା ଏସିଆନ୍ ଗେମ୍ସ ୨୦୨୨!, ଜାଣନ୍ତୁ ଏହାର କାରଣ ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଏସୀୟ ଗେମ୍ସ ୨୦୨୨ କୁ ସ୍ଥଗିତ ରଖାଯାଇଛି। ଚାଇନାର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏସିଆ ଅଲିମ୍ପିକ୍ କାଉନସିଲ୍ କହିଛି…