ଅପରାଧ କୋର୍ଟ ଭିତରେ ପଶି ଓକିଲଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ: ସରକାରକୁ ଆକ୍ରମଣ କଲା କଂଗ୍ରେସ ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶାହାଜାହାନପୁର କୋର୍ଟରେ କିଛି ଦୁର୍ବୃତ୍ତ ପ୍ରବେଶ କରି ଓକିଲଙ୍କୁ ଗୁଳି କରି ହତ୍ୟା କରିଥିବା…