ଜୀବନ ଶୈଳୀ ଏହି ଅଭ୍ୟାସଗୁଡ଼ିକ ଆପଣଙ୍କ ଓଠର ଗୋଲାପୀ ରଙ୍ଗକୁ ଛଡ଼ାଇ ନେଇପାରେ, ଜାଣନ୍ତୁ କିଭଳି ନେବେ ଏହାର ଯତ୍ନ ନୂଆଦିଲ୍ଲୀ: ସମସ୍ତେ ଗୋଲାପୀ ଓଠ ପାଇଁ ଇଚ୍ଛା କରନ୍ତି। କିନ୍ତୁ ବେଳେବେଳେ ଓଠ କଳା ପଡିଯାଇଥାଏ। ହେଲେ ଗୋଲାପୀ ବଦଳରେ ଓଠର ରଙ୍ଗ କଳା ହେବାର କାରଣ…